ଅଦରକାରୀ ବର୍ଜ୍ୟ ବସ୍ତୁରେ ତିନି ରଥର ନିର୍ମାଣ । କାର୍ଡବୋର୍ଡ, ବାଉଁଶ କାଠି,ପେପର,କଲର, ଚୁମକି, ଆଦି ସାମଗ୍ରୀରେ ତିଆରି ହୋଇଛି ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କ ରଥ । ଏଭଳି ରଥ ନିର୍ମାଣ କରି ଚର୍ଚ୍ଚାରେ ବିଜେପୁର ଉପଖଣ୍ଡ ପହଣ୍ଡି ଗ୍ରାମର ସୃଷ୍ଟିଲେଖା ପୁରୋହିତ
#Bijepur #rathayatra2022 #Odisha #ArgusNews